Posted in

Lord Shiva Ashtakam 2 in Oriya – Lord Shiva Slokas

Sri Shiva

॥ Lord Shiva Ashtakam 2 Oriya Lyrics ॥

॥ ଶ୍ରୀଶିଵାଷ୍ଟକମ୍ ୨ ॥

ଶ୍ରୀଗଣେଶାୟ ନମଃ ।
ପ୍ରଭୁମୀଶମନୀଶମଶେଷଗୁଣଂ ଗୁଣହୀନମହୀଶ-ଗଲାଭରଣମ୍ ।
ରଣ-ନିର୍ଜିତ-ଦୁର୍ଜ୍ଜୟଦୈତ୍ୟପୁରଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୧ ॥

ଗିରିରାଜ ସୁତାନ୍ଵିତ-ଵାମ ତନୁଂ ତନୁ-ନିନ୍ଦିତ-ରାଜିତ-କୋଟୀଵିଧୁମ୍ ।
ଵିଧି-ଵିଷ୍ଣୁ-ଶିଵସ୍ତୁତ-ପାଦୟୁଗଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୨ ॥

ଶଶିଲାଞ୍ଛିତ-ରଞ୍ଜିତ-ସନ୍ମୁକୁଟଂ କଟିଲମ୍ବିତ-ସୁନ୍ଦର-କୃତ୍ତିପଟମ୍ ।
ସୁରଶୈଵଲିନୀ-କୃତ-ପୂତଜଟଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୩ ॥

ନୟନତ୍ରୟ-ଭୂଷିତ-ଚାରୁମୁଖଂ ମୁଖପଦ୍ମ-ପରାଜିତ-କୋଟିଵିଧୁମ୍ ।
ଵିଧୁ-ଖଣ୍ଡ-ଵିମଣ୍ଡିତ-ଭାଲତଟଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୪ ॥

ଵୃଷରାଜ-ନିକେତନମାଦିଗୁରୁଂ ଗରଲାଶନମାଜି ଵିଷାଣଧରମ୍ ।
ପ୍ରମଥାଧିପ-ସେଵକ-ରଞ୍ଜନକଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୫ ॥

ମକରଧ୍ଵଜ-ମତ୍ତମତଙ୍ଗହରଂ କରିଚର୍ମ୍ମଗନାଗ-ଵିବୋଧକରମ୍ ।
ଵରଦାଭୟ-ଶୂଲଵିଷାଣ-ଧରଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୬ ॥

ଜଗଦୁଦ୍ଭଵ-ପାଲନ-ନାଶକରଂ କୃପୟୈଵ ପୁନସ୍ତ୍ରୟ ରୂପଧରମ୍ ।
ପ୍ରିୟ ମାନଵ-ସାଧୁଜନୈକଗତିଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୭ ॥

ନ ଦତ୍ତନ୍ତୁ ପୁଷ୍ପଂ ସଦା ପାପ ଚିତ୍ତୈଃ ପୁନର୍ଜନ୍ମ ଦୁଃଖାତ୍ ପରିତ୍ରାହି ଶମ୍ଭୋ ।
ଭଜତୋଽଖିଲ ଦୁଃଖ ସମୂହ ହରଂ ପ୍ରଣମାମିଶିଵଂ ଶିଵକଲ୍ପତରୁମ୍ ॥ ୮ ॥

॥ ଇତି ଶିଵାଷ୍ଟକଂ ସମ୍ପୂର୍ଣମ୍ ॥

– Chant Stotra in other Languages –

Shiva Astotram 2 in HindiEnglishBengaliGujaratiKannadaMalayalam – Oriya – TeluguTamil

Leave a Reply

Your email address will not be published. Required fields are marked *